ଛତ୍ରପୁର: ରମ୍ଭା ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମ ରେ ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଥିଲା । ନିଜ ଘରେ କାମ କରୁଥିବା ବେଳେ ଛାତ ଉପରୁ ପଡ଼ି ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଯାଇଛି । ଉକ୍ତ ବ୍ୟକ୍ତିଙ୍କ ଜଣକ ବିକାଶ ଛୋଟରାୟ ବୋଲି ଜଣାପଡିଛି ।ଛତ୍ରପୁର ମେଡିକାଲ ରେ ତାଙ୍କର ମୃତ ଦେହ ରହିଛି ।
No WhatsApp Number Found!
WhatsApp us
