ପୁରୀ: ପୁରୀ ବାଲୁଖଣ୍ଡ ଅଭୟରଣ୍ୟ ର ହୋଟେଲ ତୋଷାଳୀ ସ୍ୟାଣ୍ଡ ସାମ୍ନା ସୈଇକତ ନିବାସ ଦେଇ ସରକାରୀ ନିୟମ ଅନୁସାରେ ଆଜି ଆମ ଆଦମୀ ପାର୍ଟି ର ଜିଲ୍ଲା ସଭାପତି ଓ ନଗର ସଭାପତି ରମାକାନ୍ତ ସ୍ୱାଇଁ ସମୁଦ୍ର ପର୍ଯ୍ୟନ୍ତ ପରିଦର୍ଶନ ରେ ଯାଇଥିଲେ. ସେ ବେଳାଭୂମି ପୁରା ଅପରିଷ୍କାର ରେ ଭରପୁର, ମଦ ବୋତଲ ର ଆସର ପୁରା. ସେ ଜାଗା ରେ ଜଙ୍ଗଲ ବିଭାଗ କମ ପର୍ଯ୍ୟଟନ ବିଭାଗ ବେଶୀ ଅନୁଭୂତ ହେଉଥିଲା.

ସବୁଠାରୁ ବଡ଼ କଥା ସାଧାରଣ ଲୋକ ପ୍ରଥମେ ୪୦ ଟଙ୍କା ଦେଇ ଓ ପରେ ବ୍ୟାଟେରୀ ଗାଡି ରେ ୨୦ ଟଙ୍କା ଦେଇ ଯାତ୍ରା କରୁଥିବା ବେଳେ ତୋଷାଳୀ ସ୍ୟାଣ୍ଡ ର ନିଜସ୍ୱ ଗାଡି ପୁରା ସମୁଦ୍ର ପର୍ଯ୍ୟନ୍ତ ଯାଉଥିବାର ଦେଖାଗଲା. ଏଥିରେ ସରକାର ଙ୍କ ରାଜସ୍ୱ ହାନି ହେଉଛି ବୋଲି ଜଣାପଡିଲା. ତେବେ ତୋଷାଳୀ ସ୍ୟାଣ୍ଡ ଯେହେତୁ ନିଜ କଷ୍ଟମର ଙ୍କୁ ନେଇକି ଯାଉଛି ତେବେ ସେମାନଙ୍କchecking ବି ହେଉନଥିବ

. ଏତେ ପରିମାଣରେ ପ୍ଲାଷ୍ଟିକ ବୋତଲ ମଦ ପଡିଥିବାର source ସେଇଠୁ ବୋଲି ଜଣାପଡୁଛି. ସେ ପର୍ଯ୍ୟନ୍ତ ଗାଡି ଯିବାକୁ ଅନୁମତି କିଏ ଦେଲା ସେଇଟା ବଡ଼ ପ୍ରଶ୍ନ.ହୋଟେଲ ପର୍ଯ୍ୟଟକ ଙ୍କୁ ନଉ ସରକାରୀ ଗାଡି ରେ ୨୦ ଟଙ୍କା ଓ ୪୦ ଟଙ୍କା ଟିକେଟ ଦେଇ ଯାନ୍ତୁ. ଆମର ଦାବୀ ବାଲୁଖଣ୍ଡ ଅଭୟରଣ୍ୟ କୁ ପର୍ଯ୍ୟଟନ ସ୍ଥଳୀ ନ କରାଯାଉ,

ଆଉ ପୁରୀ ଊୠଙ ଙ୍କୁ ପର୍ଯ୍ୟଟନ ବିଭାଗ ରେ ଚାକିରୀ କରେଇ ଦିଅନ୍ତୁ. ଯଦି ଗହଳ ଚହଳ ରହିବ ତେବେ ହରିଣ ଙ୍କ ସୁରକ୍ଷା ସାଲିସ ହେଇପାରେ ବୋଲି ଆମେ ସନ୍ଦେହ କରୁଛୁ.
