ତିରୁବନ୍ତପୁରମ୍: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରବିବାର ଦିନ କେରଳର ପ୍ରସିଦ୍ଧ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ପରିଦର୍ଶନ କରିଛନ୍ତି। ଦିନିକିଆ କେରଳ ଗସ୍ତରେ ଆସି ଶ୍ରୀ ଶାହ ଶନିିବାରଠାରୁ ଏଠାରେ ରାତ୍ରିଯାପନ କରିଥିଲେ। ରବିବାର ସକାଳୁ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ସହ ପଦ୍ମନାଭସ୍ୱାମୀଙ୍କୁ ଦର୍ଶନ କରିଥିଲେ। ତାଙ୍କୁ ମନ୍ଦିର ପରିଚାଳନା କର୍ମକର୍ତ୍ତାତ୍ତସ୍ୱାଗତ କରିଥିଲେ। ଏହି ସମୟରେ ଶ୍ରୀ ଶାହ ପାରମ୍ପରିକ କସାଭୁ ଶାଲ ପିନ୍ଧିଥିବା ଦେଖିବାକୁ ମିଳିଥିଲା।
ପଦ୍ମନାଭସ୍ୱାମୀ ମନ୍ଦିର ପରିଦର୍ଶନ କଲେ ଶାହ













Leave a Reply