ଚିକିଟି: .ଗତ କାଲି ସନ୍ଧ୍ୟା ପ୍ରାୟ ୬. ୩୦ ମିନିଟ ସମୟରେ, ଅନୁଗୁଳ ଯିବା ପାଇଁ ଧକ୍ଷନଘରା ଛକ ରେ ବସ୍ କୁ ଅପେକ୍ଷା କରିଥିବା ଅଭିଯୋଗକାରୀ ବିଜୟ କୁମାର ବିଶୋୟୀଙ୍କୁ ଅଭିଯୁକ୍ତ ନିଗମ ଗୌଡ଼ (୩୯),ଶଙ୍କର ଗୌଡ଼ (୨୬), ସଂଗ୍ରାମ ପାଣିଗ୍ରାହୀ (୨୭), ଅମର ନାଥ ସାହୁ (୨୭) ମୁଷ୍ଟି ଓ ଲାତ ମାଡ଼ ମାରି ଖୋସବାଡ଼ି ରାସ୍ତା ପାଖ ଶ୍ମଶାନ ନିକଟକୁ ଅପହରଣ କରି ହତ୍ୟା କରିବାର ଉଦ୍ଦେଶ
