ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କାଳ ବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତି।ବାଲିଗୁଡା ରେ କାଳ ବୈଶାଖୀ ପ୍ରଭାବ ରେ ପ୍ରବଳ ଘଡ଼ଘଡ଼ି ସାଙ୍ଗକୁ ପବନ ସହ ବର୍ଷା ହୋଇଛି। କାଳ ବୈଶାଖୀ ବର୍ଷା ଯୋଗୁଁ ତାତି ରେ ସାମାନ୍ୟ ବ୍ରେକ ଲାଗିଥିବା ବେଳେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ରୁ ଟିକେ ଆଶ୍ୱସ୍ତି ମିଳିଛି । ଦୀର୍ଘ ଦିନ ହେଲା ବାଲିଗୁଡା ସହର ବାସୀ ଅତ୍ୟନ୍ତ ଗୁଳଗୁଳି ସାଙ୍ଗକୁ ତାତି ରେ ସିଝୁଥିବା ବେଳେ କାଳ ବୈଶାଖୀ ବର୍ଷା ପରେ ଖୁସି ଅନୁଭବ କରିବା ସହ ଆଶ୍ୱସ୍ତ ମିଳିଥିବା କହିଛନ୍ତି ।
