କଳାହାଣ୍ଡି: କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ଼ (ଆରଏଣ୍ଡବି) ନିର୍ବାହୀ ଯନ୍ତ୍ରୀ ତଥା ଭବାନୀପାଟଣା ଦାୟିତ୍ୱରେ ଥ?ିବା ଭୁବନେଶ୍ୱର ଶବରଙ୍କ ନାମରେ ଥିବା ବିପୁଳ ପରିମାଣର ସମ୍ପତି ଓ ଜମିକୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଠାବ କରିଛନ୍ତି। ତାଙ୍କ ସମ୍ପତ୍ତି ଉପରେ କରାଯାଇଥ?ିବା ଚଢ଼ଉ ସମୟରେ ତଦନ୍ତକାରୀ ଦଳ କୋଟି କୋଟି ଟଙ୍କାର ସମ୍ପତ୍ତି ଖୋଜି ପାଇଛନ୍ତି। ଭବାନୀପାଟଣା ଆର ଆଣ୍ଡ ବି (ଜଌଈ) ଡିଭିଜନର ନିର୍ବାହୀ ଯନ୍ତ୍ରୀ (ଋଋ) ଶ୍ରୀ ଭୁବନେଶ୍ୱର ଶବରଙ୍କ ସମ୍ପତ୍ତି ଉପରେ ଚାଲିଥିବା ଚଢ଼ାଉ ବେଳେ ବର୍ତ୍ତମାନ (ଅପରାହ୍ନ ୪ ସୁଦ୍ଧା ୪ଟି ବହୁତଳ କୋଠା, ୩୯.୬୪ ଏକର ଜମି (୩୩ଟି ପ୍ଲଟ୍), ୯ ଏକର ପରିମିତ ଜମିରେ ଏକ ଫାର୍ମ ହାଉସ୍ ଏବଂ ୮ଟି କ୍ୟାବିନ ବିଶିଷ୍ଟ ୧ଟି ମାର୍କେଟ କମ୍ପେ୍ଲକ୍ସ ଠାବ କରାଯାଇଛି।ଘର ଚଢ଼ାଉ ସମୟରେ ଏପର୍ଯ୍ୟନ୍ତ ଶ୍ରୀ ଶବର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ନିମ୍ନଲିଖିତ ସମ୍ପତ୍ତି ଠାବ କରାଯାଇଛି; ୧. ଭବାନୀପାଟଣା ସହରର ଗୋସାଲିମୁଣ୍ଡା ସ୍ଥିତ ନଂ-୧୪୭୯/୮୪୦୭ ରେ ପ୍ରାୟ ୪୫୦୦ ବର୍ଗଫୁଟ୍ ବିଶିଷ୍ଟ ଏକ ଦୁଇ ମହଲା କୋଠା। ୨. କଳାହାଣ୍ଡି ଜିଲ୍ଲା କୋକସରା ଅନ୍ତର୍ଗତ କୁସୁମଖୁଣ୍ଟି ଠାରେ ଅବସ୍ଥିତ ପ୍ରାୟ ୨୬୨୫ ବର୍ଗଫୁଟ୍?ର ଏକ ଦୁଇ ମହଲା କୋଠା। ୩. ମୋଟର ଛକ, କୋକସରା ଠାରେ ୪୨୨୮ ବର୍ଗଫୁଟ୍?ର ଏକ ଦୁଇମହଲା ନିର୍ମାଣକୋଠା । ୪. କଳାହାଣ୍ଡି ଜିଲ୍ଲା କୋକସରା ଅନ୍ତର୍ଗତ କୁସୁମଖୁଣ୍ଟି ଠାରେ ଅବସ୍ଥିତ ପ୍ରାୟ ୧୩୦୦ ବର୍ଗଫୁଟ୍?ର ଅନ୍ୟ ଏକ ଦୁଇ ମହଲା (ନିର୍ମାଣାଧୀନ) କୋଠା ।୫. ମୋଟେର ଛକ, କୋକସରା ଠାରେ ୮ଟି କ୍ୟାବିନ ଥିବା ୨୨୧୪ ବର୍ଗଫୁଟ୍?ର ଏକ ମାର୍କେଟ କମ୍ପେ୍ଲକ୍ସ। ୬. ଭବାନୀପାଟଣା ସହର ନିକଟସ୍ତ କିଟପଦର ଠାରେ ୯ ଏକର ଜମିରେ ବ୍ୟାପିଥିବା ଏକ ଫାର୍ମ ହାଉସ୍ ।୭. ଭବାନୀପାଟଣା ଏବଂ କୋକସରା ଉପକଣ୍ଠରେ ପ୍ରାୟ ୩୯.୬୪ ଡେସିମିଲ୍ ପରିମିତ ଜମିର ୩୩ଟି ପ୍ଲଟ୍।କଳାହାଣ୍ଡି ଜିଲ୍ଲା ତାଲାବେଲଗାଁ ଠାରେ ଖାତା ନଂ-୧୪, ପ୍ଲଟ୍ ନଂ-୫୦ ଏବଂ ୧୯୯ ବିଶିଷ୍ଟ ୪ ଏକର ପରିମିତ ଏକ ଜମି। > ସସ) କଳାହାଣ୍ଡି ଜିଲ୍ଲା କୁଟେନପଦର ଠାରେ ଖାତା ନଂ-୭୫/୯୧, ପ୍ଲଟ୍ ନଂ-୩୨/୩୩ ବିଶିଷ୍ଟ ୧ ଏକର ୮୧ ଡେସିମିଲ୍ ପରିମିତ ଏକ ଜମି। > ସସସ) କୋକସରା ମୋଟେର ଠାରେ ଖାତା ନଂ-୧୧୭, ପ୍ଲଟ୍ ନଂ-୧୯ ମବଦ୍ଭଙ୍ଖବଗ୍ଦ, ୧୯୬୪, ୧୯୬ ମବଦ୍ଭଙ୍ଖବଗ୍ଦ, ୨୦୦୯ ଏବଂ ୨୦୧୦ ବିଶିଷ୍ଟ ୦.୯୬ ଡେସିମିଲ୍ ପରିମିତ ଏକ ଜମି। > ସଙ୍ଖ) କଳାହାଣ୍ଡି ଜିଲ୍ଲା ଦ୍ୱାରଶୁଣୀ ଠାରେ ଖାତା ନଂ-୯୫, ପ୍ଲଟ୍ ନଂ-୬୬ ଏବଂ ୨୦୩ ବିଶିଷ୍ଟ ୦.୦୮ ଡେସିମିଲ୍ ପରିମିତ ଏକ ଜମି। > ଙ୍ଖ) ଦ୍ୱାରଶୁଣୀ ଠାରେ ଖାତା ନଂ-୧୩୪/୬୮, ପ୍ଲଟ୍ ନଂ-୬୮/୪୩୧ ବିଶିଷ୍ଟ ୦.୦୮ ଡେସିମିଲ୍ ପରିମିତ ଏକ ଜମି। > ଙ୍ଖସ) କଳାହାଣ୍ଡି ଜିଲ୍ଲା କିଟପଦର ଠାରେ ଖାତା ନଂ-୫୬, ପ୍ଲଟ୍ ନଂ-୧୮୫, ୧୮୬ ଏବଂ ୨୦୧ ବିଶିଷ୍ଟ ୨ ଏକର ୦୩ ଡେସିମିଲ୍ ପରିମିତ ଏକ ଜମି। > ଙ୍ଖସସ) କିଟପଦର ଠାରେ ଖାତା ନଂ-୦୮, ପ୍ଲଟ୍ ନଂ-୧୭୦, ୧୭୮ ଏବଂ ୧୭୯ ବିଶିଷ୍ଟ ୨ ଏକର ୧୩୦ ଡେସିମିଲ୍ ପରିମିତ ଏକ ଜମି। > ଙ୍ଖସସସ) କିଟପଦର ଠାରେ ଖାତା ନଂ-୦୪, ପ୍ଲଟ୍ ନଂ-୧୭, ୧୭୫ ଏବଂ ୧୭୬ ବିଶିଷ୍ଟ ୧ ଏକର ୮୫ ଡେସିମିଲ୍ ପରିମିତ ଏକ ଜମି। > ସଙ୍ଘ) କିଟପଦର ଠାରେ ଖାତା ନଂ-୪୦, ପ୍ଲଟ୍ ନଂ-୧୭୧, ୧୭୨ ଏବଂ ୧୭୩ ବିଶିଷ୍ଟ ୨ ଏକର ୧୨ ଡେସିମିଲ୍ ପରିମିତ ଏକ ଜମି। > ଙ୍ଘ) କିଟପଦର ଠାରେ ଖାତା ନଂ-୬୪, ପ୍ଲଟ୍ ନଂ-୧୭୭ ବିଶିଷ୍ଟ ୧ ଏକର ୮୦ ଡେସିମିଲ୍ ପରିମିତ ଏକ ଜମି।> ଙ୍ଘସ) କଳାହାଣ୍ଡି ଜିଲ୍ଲା ଦ୍ୱାରଶୁଣୀ ଠାରେ ଖାତା ନଂ-୯୫, ପ୍ଲଟ୍ ନଂ-୬୬ ବିଶିଷ୍ଟ ୧ ଏକର ୮୦ ଡେସିମିଲ୍ ପରିମିତ ଏକ ଜମି । > ଙ୍ଘସସ) ଦ୍ୱାରଶୁଣୀ ଠାରେ ଖାତା ନଂ-୨୦୧/୨୩୨, ପ୍ଲଟ୍ ନଂ-୯୬, ୯୭, ୯୮, ୯୯ ଏବଂ ୧୦୦, ୮୭/୧୧୫୭, ୧୦୧/୧୩୮୦ ବିଶିଷ୍ଟ ୨୦ ଏକର ୯ ଡେସିମିଲ୍ ପରିମିତ ଏକ ଜମି। > ଙ୍ଘସସସ) ଦ୍ୱାରଶୁଣୀ ଠାରେ ଖାତା ନଂ-୨୦, ପ୍ଲଟ୍ ନଂ-୪୦୫ ବିଶିଷ୍ଟ ୦.୦୮ ଡେସିମିଲ୍ ପରିମିତ ଏକ ଜମି। ଭିଜିଲାନ୍ସର ବୈଷୟିକ ଟିମ୍ (ଞରମଷଦ୍ଭସମବକ୍ଷ ଡସଦ୍ଭଶ) ଦ୍ୱାରା ଉପରୋକୁ କୋଠା, ଫାର୍ମ ହାଉସ୍, ମାର୍କେଟ କମ୍ପେ୍ଲକ୍ସ ଏବଂ ପ୍ଲଟଗୁଡ଼ିକର ମାପଚୁପ ଏବଂ ମୂଲ୍ୟ ନିର୍ଦ୍ଧାରଣ କାର୍ଯ୍ୟ କରାଯାଉଛି। ୮. ବ୍ୟାଙ୍କ, ଡାକଘର ଜମା ଏବଂ ଅନ୍ୟାନ୍ୟ ଆର୍ଥକ ପ୍ରତିଷ୍ଠାନରେ ହୋଇଥ?ିବା ବିନିଯୋଗର ଆକଳନ କରାଯାଉଛି। ୯. ୧ଟି ଚାରିଚକିଆ ଯାନ (ହୁଣ୍ଡାଇ କ୍ରେଟା)। ଚଢ଼ାଉ ଜାରି ରହିଛି। ଆଗକୁ ଅଧୂକ ସୂଚନା ପ୍ରଦାନ କରାଯିବ। ସହକାରୀ ଯନ୍ତ୍ରୀ ଙ୍କ ଏହି “ଅଜ୍ଞାତ ଆୟ ଓ ସମ୍ପତ୍ତି”ର ପରିମାଣ କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏହି ଚଢ଼ଉ ବିଭାଗ ମଧ୍ୟରେ କମ୍ପନ ସୃଷ୍ଟି କରିଛି।
