ମୁଖ୍ୟ-ଖବର

ପୁରୀ: ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ପୁୁରୀ ଗସ୍ତରେ ଆସୁଛନ୍ତି। ମଙ୍ଗଳବାର ପୁରୀରେ ପହଞ୍ଚି ଲୋକଭବନରେ ରାତ୍ରିଯାପନ କରିବେ।...
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଗତ କରିଥିବା ୨୦୨୬-୨୭ ଆର୍ଥିକ ବର୍ଷର ସାଧାରଣ ବଜେଟ୍‌ରେ ରେଳବାଇ ପାଇଁ ରେକର୍ଡ ୨, ୭୮,୦୩୦...
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଥିବା ୨୦୨୬-୨୭ ଆର୍ôଥକ ବର୍ଷର ବଜେଟରେ ଭାରତୀୟ ରେଳବାଇକୁ ମିଳିଛି ରେକର୍ଡ ପରିମାଣର ଅନୁଦାନ।...
ବ୍ରହ୍ମପୁର: ବ୍ରହ୍ମପୁରର ଜାତୀୟ ରାଜପଥ ହଳଦିଆପଦର ନିକଟରେ ଶନିବାର ଏକ ଦ୍ରୁତଗାମୀ ଟ୍ରକ୍ ତିନିଟି ବାଇକ୍ ଉପରେ ଚଢ଼ିଯିବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କ...
ନୂଆଦିଲ୍ଲୀ: ଭାରତର ଅର୍ଥନୀତି ୬.୮%ରୁ ୭.୨% ଅଭିବୃଦ୍ଧି ହାରରେ ଦୌଡ଼ିବ। ୨୦୨୭ ଆର୍ôଥକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧାର ହାର ୬.୮ରୁ ୭.୨%...
ଭୁବନେଶ୍ୱର(ବ୍ୟୁରୋ): ଆମ ସରକାରଙ୍କ ନୀତି-ଭିତ୍ତିକ ଆଭିମୁଖ୍ୟ ଓଡ଼ିଶାରେ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ସହ ଏକ ସୁଦୃଢ଼ ଶିଳ୍ପ ପରିବେଶ ସୃଷ୍ଟି କରିବା ପାଇଁ...
ସିଓଲ: ଦକ୍ଷିଣ କୋରିଆର ବହିଷ୍କୃତ ରାଷ୍ଟ୍ରପତି ଉନ୍ ସୁକ୍ ୟେଲଙ୍କ ପତ୍ନୀ କିମ୍ କିଓନ ହିଙ୍କୁ ବିବାଦୀୟ ୟୁନିଫିକେସନ ଚର୍ଚ୍ଚଠାରୁ ଲାଞ୍ଚ ଗ୍ରହଣ...