ବାରିପଦା ; ଏକ ଆନ୍ତଜିଲା ଡକାୟତ ଗ୍ୟାଙ୍ଗର ମୁଖିଆକୁ ଧରିବା ସହିତ ଲକ୍ଷାଧିକ ଟଙ୍କାର ସୁନା ଓ଼ ରୂପା ଗହଣା ଜବତ କରିବା ଘଟଣାକୁ ନେଇ ଆଜି ଗୁରୁବାର ଅପରାହ୍ନ ୧ଟୋର ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି ସାମ୍ବାଦିକ ସମ୍ମିଳନେୀର ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀ ପୂବର୍ରୁ ମୋରଡା ଥାନା ଅଧିକାରୀ ସୁମିତ ସେୋରନ ଗତକାଲି ଏକ ନିର୍ଦିଷ୍ଟ ଗଣମାଧ୍ୟମକୁ ଖବର ଦେବାରୁ ଉକ୍ତ ଘଟଣା ପ୍ରକାଶିତ ହୋଇ ସାରିବା ଫଳେର ଆଜିର ଉକ୍ତ ସାମ୍ବାଦିକ ସମ୍ମିଳନୀ ଏକ ପ୍ରହସନ ପାଲଟିଛି, ଯାହାକୁ ନେଇ ଥାନା ଅଧିକାରୀଙ୍କ ଉପେର ଗଣମାଧ୍ୟମ ପ୍ରତିନିଧି ଗଣ ଅସେନ୍ତାଷ ପ୍ରକାଶ କରିଛନ୍ତି। େଏନଇ ଏସ୍ଡ଼ିପିଓ ମିନତୀ ବିଶ୍ୱାଳଙ୍କୁ ପଚାରିବାରୁ ଏପରି କରିବା ଠିକ ନୁହଁ ସେ ବୋଲି କହିଛନ୍ତି।

ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୨ତାରିଖ ଦିନ ଅପରାହ୍ନ ୧ଟା ସମୟେର ଉକ୍ତ ଥାନା ଅଧୀନ ସାନମୁଣ୍ଢାବଣି ସାପ୍ତାହିକ ହାଟରୁ ଗହଣା ବ୍ୟବସାୟୀ ତପନ କୁମାର ପରିଡା ନାମକ ଜେଣ ଗହଣା ବ୍ୟବସାୟୀ କାର ଯେୋଗ ଘରକୁ ଫେରୁଥିବା ସମୟେର ନୂଆଗାଁ ପୋଖରୀ ନିକଟେର ଦୁଇଟି ବାଇକେର ଚାରି ଜଣ ଯୁବକ ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ୯ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଓ଼ ରୂପା ଗହଣା ଲୁଟ କରି ଘଟଣାସ୍ଥଳରୁ ଗୋଟିଏ ବାଇକକୁ ଛାଡି ଚମ୍ପଟ ମାରିଥେôଲ। େଏନଇ ତପନ, ମୋରଡା ଥାନୋର ଅଭେିଯାଗ କରିବା ପେର ଥାନା କେଶ ନଂ ୩୩୪/୨୬ମେୂଳ ପୋଲିସ ଏକ ମାମଲା ରୁଜୁ କରିଥିଲା। ଘଟଣାକୁ ବେତନଟି ଏସଡିପିଓ ମିନତୀ ବିଶ୍ୱାଳ ଗୁରୁତ୍ୱ ର ସହିତ ନେବା ପେର ମୋରଡା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ମୋରଡା ପୋଲିସ ଓ଼ ସାଇବର ସେଲକୁ ନେଇ ଗଠିତ ଟିମ ଗଞ୍ଜାମ ଜିଲାର ଆସ୍କା ଅଞ୍ଚଳକୁ ଯାଇ ନେରଶ ପ୍ରଧାନ ନାମକ ଜେଣ ଲେୁଟରାକୁ କାବୁ କରିଥିଲା। ପୋଲିସ ନେରଶଙ୍କ ନିକଟରୁ େ୭କଜି ୫୦୦ଗ୍ରାମର ରୂପା ଓ଼ ୬୦ ଗ୍ରାମର ସୁନା ଗହଣା, ଏକ ମୋବାଇଲ ଫୋନ ଓ଼ ଦୁଇଟି ବାଇକକୁ ଜବତ କରିଛି।

ନେରଶଙ୍କ ନାମେର ପୂବର୍ରୁ ଭୁବେନଶ୍ୱର, ଯାଜପୁରର ଧମର୍ଶାଳା, ବଡ଼ଚଣା, ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର,କୁଳିଅଣା, ଝାରେପାଖରିଆ, ମୋରଡା ଥାନୋର ବିଭିନ୍ନ ମାମଲା ରୁଜୁ ହୋଇଥିବାର ସୂଚନା ମିଳିଛି। ଏଥି ସହିତ ଘଟଣୋର ସମ୍ପୃକ୍ତ ଅନ୍ୟ ଚାରି ଜଣ ଅପରାଧୀଙ୍କୁ ଚି଼ହ୍ନଟ ମଧ୍ୟ କରିଛି ପୋଲିସ। ତେବ ଗତ ଜୁଲାଇ ମାସେର ମୋରଡା ଥାନା ଅଧୀନ ପାଟପୁର ଖେଳ ପଡିଆ ନିକଟେର ଅନିରୁଦ୍ଧ ରଣା ନାମକ ଗହଣା ବ୍ୟବସାୟୀଙ୍କୁ କିଛି ଦୁର୍ବୁତ୍ତ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ଗହଣା ଲୁଟ କରିଥିବାର ଥାନାର ଅଭେିଯାଗ ହୋଇଥିଲା। ପୋଲିସ ଉକ୍ତ ଗହଣା ବ୍ୟବସାୟୀଙ୍କୁ ଆଜି ଥାନାକୁ ଡାକି ଜବତ ହୋଇଥିବା ଗହଣାକୁ ଚି଼ହ୍ନଟ ପାଇଁ ଦେଖାଇଥେôଲ କିନ୍ତୁ ଉକ୍ତ ଗହଣା ଅନିରୁଦ୍ଧଙ୍କର ନେୁହଁ ବୋଲି କହିଛନ୍ତି ଅନିରୁଦ୍ଧ। ସୂଚନୋଯାଗ୍ୟେଯ,ଗତ କିଛି ଦିନ ତେଳ ରାସେଗାବିନ୍ଦପୁର ପୋଲିସ ଡକାୟତି ଘଟଣୋର ଚାରିଜଣଙ୍କୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କାର ଗହଣା ଜବତ କରିଥିବାର ସୂଚନା ଦେଇଥେôଲ ଏସ୍ଡ଼ିପିଓ ମିନତୀ ବିଶ୍ୱାଳ ଓ଼ ରାସେଗାବିନ୍ଦପୁର ଥାନା ଅଧିକାରୀ ପଦ୍ମେଲାଚନ ପାଣିଗ୍ରାହୀ।
