ବ୍ରହ୍ମପୁର: ପୁରୁଷୋତ୍ତମ ଥାନା ଅନ୍ତର୍ଗତ ଅରଖ ପୁର ଗ୍ରାମ ସୁଣ୍ଡିବାଙ୍କ ଗ୍ରାମନିକଟରେସାଗର ବେହେରା ନାମକ ଜଣେ ଯୁବକ କୁ ଗୁଳିମାଡ଼ ହୋଇଛି। ଗୁରୁତର ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁଚିକିତ୍ସା ପାଇଁ ନିଆଯାଇଛି । ସାଗର ର ଘର ନିକଟସ୍ଥ ଅରଖପୁର ଗ୍ରାମରେ ।ଆଜିସକାଳେ ଦୁଇ ଜଣ ଯୁବକ ଆସି ଗୁଳି କରିଥିବାସାଗର କହିଛନ୍ତି । ତାଙ୍କର ଡାହାଣ ଗୋଡ଼ରେ ୨ଟିଗୁଳି ବାଜିଥିବା ବେଳେ ବ୍ରହ୍ମପୁର ବଡ଼ ମେଡ଼ିକାଳରେ ଚିକିତ୍ସା ଜାରି ରହିଛି ଆଶୁ ଚିକିତ୍ସା ବିଭାଗରେସେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ପୁରୁଷୋତ୍ତମପୁର ଆଇ ଆଇସି କୁଳମଣି ସେଠୀ ଓଷ୍ଟାଫ ଘଟଣା ସ୍ଥଳରେ ପହଞ୍ଚିଛାନଭିନଆରମ୍ଭ କରିଛନ୍ତି । ତାଙ୍କରି କହିବା କଥାକିସେ କିଛିଦି ଦିନ ହେଲା ସୁରତ ରୁ ଗାଁ କୁ ଆସି ଥୂଲେ ଆଜି ଗାଧୋଇବା ପାଇଁ ଟିକେ ଦୂର ପୋଖରୀକୁଯାଉଥୂଲାବେଳେ ଦୁଇଜଣ ବ୍ୟକ୍ତି ତାଙ୍କୁ ଗୁଳି ମାରିଫେରାର ହୋଇ ଯାଇଥିଲେ । ଏହା ପୂର୍ବ ଶତ୍ରୁତାରୁହୋଥାଇ ପାରେ ବୋଲି ସାଗର ଅନୁମାନ କରୁଥିବାର ବୋଲି ବଡ଼ ମେଡିକାଲ ରେକହିଛନ୍ତି । ଗୁଳି ମାଡ଼ ପରେ ତାଙ୍କୁ ସଙ୍ଗେ ସଙ୍ଗେବ୍ରହ୍ମପୁର ବଡ଼ ମେଡିକାଲ କୁ ନିଆଯାଇ ଚିକିତ୍ସାକରାଯାଉଛି । ତାଙ୍କ ଅବସ୍ଥା ବର୍ତମାନ ସ୍ଥିର ଅଛି ।ଏପଟେ ପୋଲିସ ଏହିଘଟଣା ର ତଦନ୍ତ ଜାରି ରଖିଛି । ତଦନ୍ତ ପରେ ନିଶ୍ଚିତ ଅଭିଯୁକ୍ତ କୁ ଗିରଫ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି ।
