NEW DELHI, INDIA - AUGUST 15: Prime Minister Narendra Modi greets children at the Red Fort on 79th Independence Day at the Red Fort on August 15, 2025 in New Delhi, India. PM Modi focused on building a Viksit Bharat (developed nation) and made major announcements, including next-generation GST reforms and Pradhan Mantri Viksit Bharat Rozgar Yojana for youth. Modi broke his own 98-minute record from the 78th Independence Day last year. His longest Independence Day speech before 2024 was 96 minutes in 2016, while his shortest speech was in 2017 when he spoke for 56 minutes. (Photo by Raj K Raj/Hindustan Times via Getty Images)
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ଇନ୍ଷ୍ଟାଗ୍ରାମରେ ୧୦୦ ନିୟୁତ ଫଲୋଅର୍ସ ଅତିକ୍ରମ କରିଥିବା ପ୍ରଥମ ବିଶ୍ୱ ନେତା ତଥା ରାଜନେତାର ମାନ୍ୟତା ପାଇଛନ୍ତି। ୨୦୧୪ ମସିହାରେ ଇନ୍ଷ୍ଟାଗ୍ରାମରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇନଷ୍ଟାଗ୍ରାମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁଗାମୀଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ। ପରବର୍ତ୍ତୀ ପାଞ୍ଚ ପ୍ରମୁଖ ବିଶ୍ୱ ନେତାଙ୍କ ଅନୁଗାମୀଙ୍କ ସଂଖ୍ୟା ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଅନୁଗାମୀ ସଂଖ୍ୟାଠାରୁ କମ୍।
