ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ

Spread the love

ପୁନେ: ବିମାନ ଦୁର୍ଘଟଣାରେ ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ସହ ଅନ୍ୟ ୫ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ସକାଳେ ସାଢ଼େ ୮ଟା ସମୟରେ ବାରମତି ବିମାନଘାଟିରେ ଏହି ଦୁର୍ଘଟଣା ଘଟିଛି। ଅଜିତ ନିଜର ଏହି ଛୋଟ ବିମାନରେ ବାରମତିରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଜରୁରୀ ଅବତରଣ ସମୟରେ ବିମାନଟି ଖସିପଡ଼ିଥିଲା। ଦୁ୍‌ର୍ଘଟଣା ପରେ ବିମାନଟି ସଂପୂ୍‌ର୍ଣ୍ଣ ଜଳି ଯାଇଥିଲା। ବିମାନରେ ଯାତ୍ରା କରୁଥିବା ସମସ୍ତ ୫ଜଣଙ୍କ ପ୍ରାଣହାନି ଘଟିଥିବା ଡିଜିସିଏ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

error: Content is protected !!