ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଢ଼ା ଗ୍ରାମ ପଞ୍ଚାୟତ ନିନାଶ ପାଣି ଗ୍ରାମ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜମିରେ ଚାଷ କରୁଥିବା ବେଳେ ହଟାତ୍ ଘଡ଼ଘଡ଼ି ବର୍ଷା ବଜ୍ରାଘାତ ହେବା ଫଳରେ ନିନାଶ ପାଣି ଗ୍ରାମ ର ମା ଦମୟନ୍ତୀ ମୁଦୁଲି ଓ ଝିଅ ଚମ୍ପା ମୁଦୁଲି ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।
No WhatsApp Number Found!
WhatsApp us
