ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର ଶୁଭାରମ୍ଭ

Spread the love

ଭୁବନେଶ୍ୱର (ବ୍ୟୁରୋ): ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଚଂଳ ପାଇଁ ଏକ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତିଆୟୋଗର ସଦସ୍ୟ ଶ୍ରୀ ରାଜୀବ ଗୌବା ଏବଂ ସିଇଓ ଶ୍ରୀ ବି.ଭି.ଆର ସୁବ୍ରମଣ୍ୟମ ମଧ୍ୟ ଯୋଗଦେଇଛନ୍ତି। ଏହି ଅବସରରେ ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ୍ ସେନ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅର୍ଥନୈତିକ ଯୋଜନାକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଈଉଚଚଋଜ ଅଚଂଳକୁ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରାଯିବ। ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏହି ଅଚଂଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଭାରତର ଅଭିବୃଦ୍ଧିର ଆକାଶରେ ଏହା ଏକ ନୂତନ ତାରକା ଭଳି ଦୃଶ୍ୟମାନ ହେବ। ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ଅଚଂଳର ସବୁ ସହରର କିଛି ନା କିଛି ନିଜସ୍ୱ ସାମର୍ଥ୍ୟ ରହିଛି, ସ୍ୱତନ୍ତ୍ରତା ରହିଛି। ଯେପରିକି ଟେକ୍ନୋଲୋଜି କ୍ଷେତ୍ରରେ ଭୁବନେଶ୍ୱର, ବିଜନେସ୍ ପରମ୍ପରାରେ କଟକ, ସାଂସ୍କୃତିକ ଗରିମାରେ ପୁରୀ ଓ ବନ୍ଦର ଭିତିକ ବିକାଶରେ ପାରାଦୀପ। ବର୍ତମାନ ଆମର ପରିକଳ୍ପନା ହେଉଛି, ଏହି ଅଚଂଳ ଗୁଡିକୁ ଆଧୁନିକ ଭିତିଭୂମି ସହିତ ଯୋଡାଯିବ ଏବଂ ପ୍ରତ୍ୟେକ ଅଚଂଳରେ ବିଭିନ୍ନ ପ୍ରକାର ପ୍ରକଳ୍ପ କରାଯିବ। ମେଟାଲ ଡାଉନଷ୍ଟ୍ରିମ୍‌, ବାୟୋଟେକ୍‌, ଟେକ୍ସଟାଇଲ୍‌, କେମିକାଲ୍‌ସ, ପର୍ଯ୍ୟଟନ, ଶିକ୍ଷା ଓ ଆଇ.ଟି ପରି ୮୦ରୁ ଅଧିକ ପ୍ରକଳ୍ପର ଯୋଜନା କରାଯାଇଛି। ଏହା ସହିତ ୩୦ରୁ ଅଧିକ ପଲିସି ଇନିସିଏଟିଭ୍ ନିଆଯାଇ ଏ ସମଗ୍ର ଅଚଂଳକୁ ବିକାଶ ଓ ସମୃଦ୍ଧିର ପ୍ରୟୋଗଶାଳା କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୬-୨୭ ବଜେଟ୍‌ରେ କେନ୍ଦ୍ର ସରକାର ସିଟି ଇକୋନୋମିକ୍ ରିଜିଅନର ପରିକଳ୍ପନା କରିଛନ୍ତି। ଏଥିରେ ଈଉଚଚଋଜ ରିଜିଅନ୍ ମଧ୍ୟ ସ୍ଥାନ ପାଇଛି। ପ୍ରତ୍ୟେକ ଉଋଜ ର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ହଜାର କୋଟି ଟଙ୍କାର ପ୍ରାବଧାନ ରଖାଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତମାନ ଏହି ଅଚଂଳର ଅର୍ଥନୀତି ସାରା ଓଡିଶାର ଅର୍ଥନୀତିର ୧୯ ପ୍ରତିଶତ। ୨୦୨୫ ସୁଦ୍ଧା ଏହି ଅଞ୍ଚଳର ଅର୍ଥନୀତିର ଆକାର ୨୨.୪ ବିଲିଅନ ଡଲାର ଅଛି। ୨୦୪୭ ସୁଦ୍ଧା ଏହାକୁ ୫୦୦ ବିଲିଅନ ଏକ ବ୍ୟକ୍ତିଗତ କାରରେ ଯାତ୍ରା କରି ନିଜର କାର୍ଯ୍ୟକ୍ରମ ସ୍ଥଳରେ ପହଚିଂଥିଲେ। ମାଲେସିଆ ପହଚିଂବା ପରେ ପିଏମ୍ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜର ଭାବନାକୁ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି କୁଆଲାଲମ୍ପୁର ପହଚିଂଗଲି। ମୋର ମିତ୍ର ପ୍ରଧାନମନ୍ତ୍ରୀ ଅନୱନ ଇବ୍ରାହିମଙ୍କ ଦ୍ୱାରା ବିମାନ ବନ୍ଦରରେ କରାଯାଇଥିବା ହାର୍ଦ୍ଧିକ ସ୍ୱାଗତରେ ମୁଁ ଅତ୍ୟନ୍ତ ଖୁସି। ମୁଁ ଆପଣଙ୍କ ସହ କଥା ହୋଇ ଭାରତ ଓ ମାଲେସିଆ ଭିତରେ ମିତ୍ରତାର ବନ୍ଧନକୁ ଆହୁରି ମଜବୁତ କରିବାକୁ ଉତ୍ସୁକ ରହିଛି। ଏହା ପିଏମ୍ ମୋଦିଙ୍କ ତୃତୀୟ ମାଲେସିଆ ଗସ୍ତ। ମାଲେସିଆକୁ ସବୁବେଳେ ‘ମିନି ଇଣ୍ଡିଆ’ ମଧ୍ୟ କୁହାଯାଏ। କାରଣ ଏଠାରେ ୩୦ ଲକ୍ଷ ଭାରତୀୟ ରୁହନ୍ତି,ଯାହାକି ସେଠାର ମୋଟ ଜନସଂଖ୍ୟାର ୯%।ତାଙ୍କର ଆଗାମୀ କାର୍ଯ୍ୟକ୍ରମ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ମୁଁ ଅର୍ଥପୂର୍ଣ୍ଣ ବୈଠକ ଏବଂ ଆଲୋଚନା ପାଇଁ ଅପେକ୍ଷା କରିଛି, ଏବଂ ଭାରତ ଏବଂ ମାଲେସିଆ ମଧ୍ୟରେ ବନ୍ଧୁତାର ବନ୍ଧନକୁ ମଜବୁତ କରିବା ପାଇଁ ନିରନ୍ତର ପ୍ରୟାସ କରିବ।’ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ବିଷୟରେ ସୂଚନା ଅନୁଯାୟୀ, ସେ ମାଲେସିଆରେ ଥିବା ଭାରତୀୟ ପ୍ରବାସୀମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ। ବିମାନବନ୍ଦରରେ ସ୍ୱାଗତ କରାଯିବା ପରେ, ପ୍ରଧାନମନ୍ତ୍ରୀ ମୋଦି ସମାନ କାରରେ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହିତ ଏକ ଫଟୋ ଶେୟାର କରିଛନ୍ତି। ସେ ଫଟୋର କ୍ୟାପସନରେ ଲେଖିଛନ୍ତି, ‘ଭାରତ ଏବଂ ମାଲେସିଆର ଲୋକଙ୍କ ମଧ୍ୟରେ ସମ୍ପର୍କକୁ ପାଳନ କରୁଛି! ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏବଂ ମୁଁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୁଆଲାଲମ୍ପୁର ଯାଉଛୁ।’ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଲେସିଆନ ପ୍ରତିପକ୍ଷ ଇବ୍ରାହିମଙ୍କ ଏହି ଫଟୋକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର କୂଟନୀତିର ଏକ ଉଦାହରଣ ଭାବରେ ଦେଖାଯାଉଛି। ପ୍ରଧାନମନ୍ତ୍ରୀ ପୂର୍ବରୁ ଅନେକ ରାଷ୍ଟ୍ରମୁଖ୍ୟଙ୍କ ସହ ସମାନ କାର ବ୍ୟବହାର କରୁଥିବାର ଦେଖାଯାଇଛି। ସେ ଭାରତ ଗସ୍ତରେ ଆସିଥିବା ଭ୍ଲାଦିମିର ପୁଟିନଙ୍କ ସହ ସମାନ ଫଟୋ ମଧ୍ୟ ଶେୟାର କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!