ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଳକ ଗ୍ରେସିଙ୍ଗିଆ ପଞ୍ଚାୟତ ବାଉଡିନାଜୁ ଗାଁର ଭିନ୍ନକ୍ଷମ ଟୁନୁ ପ୍ରଧାନ ଦୀର୍ଘ ଦଶ ବର୍ଷ ଧରି ଭିନ୍ନକ୍ଷମ ହୋଇଛନ୍ତି ଭିନ୍ନକ୍ଷମ ପ୍ରମାଣ ମଧ୍ୟ ମିଳୁନି ଓ ଭତ୍ତା ମଧ୍ୟ କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଳକ ଗ୍ରେସିଙ୍ଗିଆ ପଞ୍ଚାୟତ ବାଉଡିନାଜୁ ଗାଁର ଟୁନୁ ପ୍ରଧାନ ଭିନ୍ନକ୍ଷମ ପ୍ରମାଣ ପତ୍ର ଓ ଭତ୍ତା ପାଇବାରେ ବଞ୍ଚିତ ଅଛନ୍ତି ସମ୍ପୃକ୍ତ ଅଧିକାରୀଙ୍କୁ ଅନେକ ଥର ଗୁହାରି କରିଥିଲେ ମଧ୍ୟ ତାଙ୍କ କଥାକୁ ପ୍ରଶାସନ କୌଣସି ଗୁରୁତ୍ୱ ଦେଉନଥିବା ମଗଡ଼ିଙ୍ଗିଆ ଗ୍ରାମର ନିରାକାର ପ୍ରଧାନ ଓ ସନ୍ତୋଷ ପ୍ରଧାନ ଅଭିଯୋଗ କରିଛନ୍ତି ଟୁନୁ ପ୍ରଧାନ କହିବା ଅନୁଯାୟୀ ସରକାରଙ୍କ ଇନ୍ଦିରାଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ଦେବା ପାଇଁ ଘର ପରିବାର ଲୋକ ଅଭିଯୋଗ କରିଛନ୍ତି
